ଅନ୍ୟାନ୍ୟମନୋରଞ୍ଜନ

ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି ।

ଭୁବନେଶ୍ୱର ,ଜଣଙ୍କ ପରେ ଜଣେ କରି ସମସ୍ତେ ପଲାଶଙ୍କୁ ଅନଫୋଲ କରୁଛନ୍ତି ସ୍ମୃତି ମନ୍ଧାନା ଙ୍କୁ ।ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ବିବାହ ଭାଙ୍ଗିଛି । ଏନେଇ ନିଜେ ସ୍ମୃତି ଏବଂ ପଲାଶ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି । ସ୍ମୃତି ଏବଂ ପଲାଶ ନିଜେ ସେମାନଙ୍କର ବିବାହ ଭାଙ୍ଗିବା ଖବର ସେୟାର କରିଛନ୍ତି ।ସ୍ମୃତି ଏବଂ ପଲାଶ ସେମାନଙ୍କର ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ, ସେମାନଙ୍କ ବିବାହ ବାତିଲ ଘୋଷଣା କରିଛନ୍ତି। ସେମାନେ କହିଛନ୍ତି ଯେ, ସେମାନଙ୍କ ବିବାହକୁ ନେଇ କିଛି ସମୟ ଧରି କଳ୍ପନାଜଳ୍ପନା ଚାଲିଛି, ଯାହା ଫଳରେ ଏହା କହିବା ଜରୁରୀ ହୋଇପଡ଼ିଛି। ସେମାନେ ଗୋପନୀୟତା ପ୍ରତି ସମ୍ମାନ ରଖିବାକୁ ମଧ୍ୟ ନିବେଦନ କରିଛନ୍ତି।

ତେବେ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ମଧ୍ୟରେ ବ୍ରେକଅପ୍ ହେବାର ଖବର ସାମ୍ନାକୁ ଆସିବା ପରେ ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳିମାନେ ସୋସିଆଲ ମିଡିଆରେ ପଲାଶଙ୍କୁ ଅନଫଲୋ କରିବା ଆରମ୍ଭ କରିଦେଇଛନ୍ତି ।

Related Articles

Back to top button