ଅନ୍ୟାନ୍ୟଓଡ଼ିଶା

ଲଗାତାର ଚାରିଦିନ ପ୍ରବଳ ତୁଷାରପାତ ।

ଭୁବନେଶ୍ୱର ,ବରଫରେ ପରିଣତ ହେଲା, ରାତିର କାକର ବିନ୍ଦୁ ।

ଲଗାତାର ଦୁଇଦିନ ଧରି ରାତିର ତାପମାତ୍ରା 5 ଡିଗ୍ରୀ ତଳେ ରହିବା ଫଳରେ, କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି।

କୋଇଡା ବ୍ଲକ୍ ର ସବୁଠାରୁ ଅଧିକ ତୁଷାରପାତ ନିୟୁ ଗାର୍ଡେନ କଲୋନୀରେ, ଦେଖିବାକୁ ମିଳିଛି ।

ସେହିପରି ବ୍ଲକ୍ ର କୋଇଡା , କାଲଟା, ମାଲଦା, ଟେନସା ଭଳି ସ୍ଥାନରେ ମଧ୍ୟ ତୁଷାରପାତ ଦେଖିବାକୁ ମିଳିଛି।

ଧଳା ରଙ୍ଗର ଚାଦରରେ ଆଚ୍ଛାଦିତ ହୋଇଛି ପୁରା, କୋଇଡା ସହର ।

ସୁନ୍ଦରଗଡ଼ କୋଇଡା ରେ ଲଗାତାର ଚାରିଦିନ ପ୍ରବଳ ତୁଷାରପାତ ।

Related Articles

Back to top button