ଅନ୍ୟାନ୍ୟ

୧୫ ବର୍ଷ ପୁରୁଣା ଗାଡ଼ିଗୁଡ଼ିକୁ କରାଯିବ ସ୍କ୍ରାପିଂ

ଭୁବନେଶ୍ୱର, ୩୦/୧୧/୨୦୨୨-   ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସି -୨୦୨୨ କୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ଯାନବାହନ ଜନିତ ବାୟୁ ପ୍ରଦୁଷଣ କମ୍‌ କରିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାଦ୍ବାରା ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡିକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ କରିବାକୁ ପଡିବ। ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି ।

 

Related Articles

Back to top button