କ୍ରୀଡ଼ା

ହୋଟେଲ ରୁମ୍‌ ୨ ଲକ୍ଷ

ଗୁଜରାଟର ଅହମଦାବାଦରେ ଆସନ୍ତା ରବିବାର ଦିନ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଚାହୁଁଥିବା ଲୋକଙ୍କ ଚାହିଦା ବଢ଼ୁଥିବାରୁ ଅହମଦାବାଦରେ ହୋଟେଲ ରୁମ୍‌ ଦର ଏବଂ ସହରକୁ ବିମାନ ଭଡ଼ା ଏବେ ଆକାଶଛୁଆଁ ହୋଇଯାଇଛି।

ପଞ୍ଚତାରକା ହୋଟେଲଗୁଡ଼ିକରେ ମ୍ୟାଚ୍‌ ରାତି ପାଇଁ ହୋଟେଲ ରୁମ୍‌ ଦର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଅନ୍ୟ ହୋଟେଲଗୁଡ଼ିକ ମଧ୍ୟ ୫ରୁ ୭ ଗୁଣା ଦର ବୃଦ୍ଧି କରିଛନ୍ତି।

Related Articles

Back to top button