ଅନ୍ୟାନ୍ୟ

ଯୁବକ/ଯୁବତୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାର ବିବିଧି ପଦକ୍ଷେପମାନ ଗ୍ରହଣ କରୁଛନ୍ତି

ରାଜ୍ୟର ଗ୍ରାମାଞ୍ଚଳ ଯୁବକ/ଯୁବତୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାର ବିବିଧି ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଗ୍ରାମାଞ୍ଚଳର ୧୦ ହଜାର ଯୁବକ ଯୁବତୀଙ୍କୁ ପାନୀୟ ଜଳଯୋଗାଣ ପରିଚାଳନା କ୍ଷେତ୍ରରେ ସେବା ପ୍ରଦାନ ସକାଶେ ତାଲିମ୍‌ ପ୍ରଦାନ କରିବାକୁ ପଞ୍ଚାୟତିରାଜ ବିଭାଗ ଯୋଜନା ପ୍ରସ୍ତୁତ କରିଛି।ଏହାପରେ ସେମାନଙ୍କୁ ପଞ୍ଚାୟତସ୍ତରରେ ପାନୀୟ ଜଳ ପ୍ରକଳ୍ପ ପରିଚାଳନାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭର କରିବା କ୍ଷେତ୍ରରେ ଏହା ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

Related Articles

Back to top button