ଅନ୍ୟାନ୍ୟ

୩୦ ବର୍ଷ ପରେ ସ୍ୱାମୀଙ୍କୁ ପାଇଲେ ସ୍ତ୍ରୀ

୩୦ ବର୍ଷ ପରେ ସ୍ୱାମୀଙ୍କୁ ପାଇଲେ ସ୍ତ୍ରୀ। ଦେବଗଡ଼ ଥାନା ସୁବନପାଲି ମାକରମୁଣ୍ଡା ସାହିର କପିଳ ସାହୁ ୧୯୯୨ ମସିହାରୁ ରୋଜଗାର ପାଇଁ ବାହାରକୁ ଚାଲିଯାଇଥିଲେ ହେଲେ ଅର୍ଥ ରୋଜଗାରରେ ସମର୍ଥ ନହେବାରୁ ନିଜ ଘର ପରିବାରକୁ ନ ଫେରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଘୁରିବୁଲୁଥିଲେ।

ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ନିଜ ସ୍ତ୍ରୀ, ପିଲା ଛୁଆ ତଥା ସମ୍ପର୍କୀୟଙ୍କ ଠାରୁ ଦୁରେଇ ରହିବା ପରେ ଶେଷରେ ନିଜ ଗାଁକୁ ଫେରି ଆସିଛନ୍ତି। ଯୁବ ଅବସ୍ଥାରେ ଟଙ୍କା ରୋଜଗାର ନିଶାରେ ହଜି ଯାଇଥିବା ବ୍ୟକ୍ତି ଆଜି ଘରକୁ ଫେରିଛନ୍ତି।

Related Articles

Back to top button