Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଗୋବିନ୍ଦ ଦ୍ୱାଦଶୀରେ ଅପୂର୍ବ ବୁଡ଼ ପକାଇ ଲାଭ କରନ୍ତୁ ଅପୂର୍ବ ପୁଣ୍ୟ

ପୁରୀ: ଜନାରଣ୍ୟ ପାଲଟୁଛି ପୁରୀ । ଗୋବିନ୍ଦ ଦ୍ୱାଦଶୀରେ ଅପୂର୍ବ ବୁଡ଼ ପକାଇ କାଳିଆର ଦୁର୍ଲ୍ଲଭ ମନୋରମ ରୂପ ଦେଖିବା ପାଇଁ ଛୁଟୁଛି ଭକ୍ତଙ୍କ ସୁଅ । ତୀର୍ଥରାଜ ମହୋଦଧିରେ ସ୍ନାନ କରି ଜଗା ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଭବ୍ୟ ଶୋଭାଯାତ୍ରାରେ ସଂକୀର୍ତ୍ତନ କରି ବୁଡ ଦେବାକୁ ଆୟୋଜନ କରାଯାଇଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com