Dipti
-
ଜାତୀୟ
ପୂର୍ଣ୍ଣାଙ୍ଗ ଘରୋଇ ସିଜିନ ଆୟୋଜନ କରିବ ବିସିସିଆଇ : ରଣଜୀ ସହ ଖେଳାଯିବ ଦୁଲୀପ ଓ ଇରାନୀ କପ୍
ନୂଆଦିଲ୍ଲୀ: ବିସିସିଆଇ ଆଗାମୀ ୨୦୨୨-୨୩ରେ ପୂର୍ଣ୍ଣାଙ୍ଗ ଘରୋଇ ସିଜନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଗୁରୁବାର ବୋର୍ଡ଼ର ଆପେକ୍ସ କାଉନସିଲ୍…
Read More » -
ଓଡ଼ିଶା
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ସାମ୍ବାଦିକଙ୍କୁ ପ୍ରେସ୍ ଗ୍ୟାଲେରୀ ଦାବିରେ ବିଜେପି ଓ କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟଗୋଳ । ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଦେବାକୁ ଦାବି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ…
Read More » -
ଜାତୀୟ
Koffee With Karan 7: ପୂର୍ବ ସ୍ଵାମୀ ନାଗାଙ୍କ ପାଇଁ ରହିଛି ସାମନ୍ଥାଙ୍କ ଏପରି ଫିଲିଙ୍ଗ୍ସ୍…
ମୁମ୍ବାଇ: ସାଉଥର ଲୋକପ୍ରିୟ ତଥା ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ। ନିକଟରେ ଅକ୍ଷୟ କୁମାରଙ୍କ ସହ କଫି ୱିଥ୍ କରଣର ତୃତୀୟ ଏପିସୋଡରେ ଭାଗ ନେଇଥିଲେ।…
Read More » -
ଜାତୀୟ
ଗଙ୍ଗାନଦୀରେ ଭାସିଯାଉଥିଲେ ୭ କାଉଡିଆ, ଉଦ୍ଧାର କଲା ସେନା : ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଗଙ୍ଗାନଦୀରେ ଭାସିଗଲେ କାଉଡିଆ । ପାଣି ଉଠାଇବା ବେଳେ ଅଘଟଣ । ତେବେ ସେନା ଓ ପୋଲିସ ସାହାଯ୍ୟରେ ହେଲେ ଉଦ୍ଧାର । ଏପରି ଅଭାବନୀୟ…
Read More » -
ଜାତୀୟ
ସମସ୍ତଙ୍କ ସାମ୍ନାରେ ଅନନ୍ୟାଙ୍କୁ କିସ୍ କଲେ ବିଜୟ, ଷ୍ଟେଜ୍ ଛାଡି ଚାଲିଗଲେ ରଣବୀର
ମୁମ୍ବାଇ: ଗତକାଲି ଅର୍ଥାତ୍ ଫିଲ୍ମ ଲାଇଗର ଟିମ୍ ପାଇଁ ଏକ ବିଶେଷ ଦିନ ଥିଲା । ଫିଲ୍ମର ଟ୍ରେଲର ଏକ ବଡ଼ ଆକାରରେ ରିଲିଜ୍ କରାଯାଇଛି। କହିବା…
Read More » -
ଜାତୀୟ
ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଯୁକ୍ତଦୁଇ ରେଜଲ୍ଟ
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ଓ ଦଶମ ପରୀକ୍ଷା ଫଳ । ଦିନ ସାଢ଼େ ୯ଟାରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାବେଳେ…
Read More » -
ଓଡ଼ିଶା
ଆଜିଠୁ ୨୬ ଯାଏ ଅବିଶ୍ରାନ୍ତ ବର୍ଷା, ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଜିଠୁ ପୁଣି କାଚିବ ବର୍ଷା । ଉପାନ୍ତରୁ ଉପକୂଳ ମିଳିବନି ନିସ୍ତାର । ୨୬ ତାରିଖ ଯାଏଁ ଅବିଶ୍ରାନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ…
Read More » -
ଓଡ଼ିଶା
୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ, ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନବୀନ
ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ଭାରତରେ ଜଣେ ଆଦିବାସୀ ମହିଳା ଦେଶର…
Read More » -
ଓଡ଼ିଶା
ମରଣଯନ୍ତା ପାଲଟିଛି NH ୫୫, ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ
ଢେଙ୍କାନାଳ: ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୫୫ । ରାଜପଥ କାମ ସଂପ୍ରସାରଣରେ ବିଳମ୍ବ ଯୋଗୁ ସମସ୍ୟା ଭୋଗୁଛନ୍ତି ଜନସାଧାରଣ । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ…
Read More »