ଅନ୍ତର୍ଜାତୀୟ
-
ଖାରକିଭ୍ ଛାଡ଼ିଲେ ୫୫ ଓଡ଼ିଆ, ବଙ୍କରରେ ରହିଥିଲେ ୪ ଦିନ
ଭୁବନେଶ୍ବର: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଗତ ଫେବ୍ରୁଆରି ୨୪ ତାରିଖ ଠାରୁ ଯୁଦ୍ଧ ଜାରି ଥିବା ବେଳେ ସେଠାରେ ଲୋକଙ୍କର ଜୀବନ ଏବେ ଆଶା ଓ…
Read More » -
କଶ୍ମୀରରେ କାହିଁକି ହେଉନି ନିର୍ବାଚନ ? ପ୍ରଶ୍ନ ଉଠାଇଲା ଆମେରିକା, ଏମିତି ଉତ୍ତର ଦେଲେ ରାଜନୈତିକ ଦଳ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ କାହିଁକି ହେଉନି ନିର୍ବାଚନ ? ଏମିତି ପ୍ରଶ୍ନ ଦେଶର କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ପଚରା ଯାଇନାହିଁ। ବରଂ ଏହି…
Read More » -
କ୍ରେମ୍ଲିନ୍ ମୁଖପାତ୍ରଙ୍କ ସମେତ ରାଜନୈତିକ ପ୍ରଭାବ ଥିବା ୫୦ ରୁଷୀୟ ବ୍ୟବସାୟୀଙ୍କ ଉପରେ କଟକଣା ଜାରି କଲା ଆମେରିକା
ୱାସିଂଟନ୍: କ୍ରେମ୍ଲିନ୍ ପ୍ରେସ୍ ସଚିବ ଡିମିତ୍ରି ପେସ୍କୋଭ୍ତ୍ଙ୍କ ସମେତ ରାଜନୈତିକ ପ୍ରଭାବ ଥିବା ୫୦ଜଣ ବିଶିଷ୍ଟ ବ୍ୟବସାୟୀ ଓ ତାଙ୍କ ପରିବାରବର୍ଗଙ୍କ ଉପରେ ହ୍ବାଇଟ୍ ହାଉସ୍ ନୂଆ…
Read More » -
ବିରାଟଙ୍କୁ ଶହେ ତମ ଟେଷ୍ଟ୍ ପାଇଁ ସମ୍ମାନ, ସ୍ୱତନ୍ତ୍ର କ୍ୟାପ୍ ଦେଲେ କୋଚ୍ ଦ୍ରାବିଡ
ନୂଆଦିଲ୍ଲୀ() ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶୁକ୍ରବାର ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଶହେ ତମ ଟେଷ୍ଟ୍ ଖେଳୁଥିବା ଦ୍ୱାଦଶ…
Read More » -
ଯୁଦ୍ଧ ପାଇଁ ସେୟାର ବଜାର ହାହାକାର : ୭୦୦ ପଏଣ୍ଟ ଖସିଲା ସେନସେକ୍ସ
ନୂଆଦିଲ୍ଲୀ() ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଯାହାର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ପଡିଛି । ଭାରତୀୟ…
Read More » -
ୟୁରୋପର ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟ ଉପରେ ରୁଷର ହମଲା, ଲାଗିଲା ନିଆଁ
କିଭ୍() ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୯ମ ଦିନରେ ପହଞ୍ଚିଛି। ରୁଷ ଯେଉଁ ଲକ୍ଷ୍ୟ ନେଇ ୟୁକ୍ରେନ ଉପରେ ହମଲା କରିଥିଲା, ଏଯାଏ…
Read More » -
ଆଉ ଡାକ୍ତରୀ ପାଠ ପାଇଁ ବିଦେଶ ଯିବାକୁ ପଡ଼ିବନି ! କମ ଟଙ୍କାରେ ଭାରତରେ ପଢ଼ିବାର ସୁଯୋଗ ଦେବେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ() ୟୁକ୍ରେନ ଉପରେ ଏବେ ରୁଷିଆ ଲଗାତାର ଆକ୍ରମଣ କରୁଛି। ଆଉ ଏହାରି ଭିତରେ ୟୁକ୍ରେନରେ ମେଡିକାଲ ଓ ଇଂଜିନିୟରିଂ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବେ ଚିନ୍ତାରେ…
Read More » -
କାନ୍ଦି ପକାଇଲେ ଋଷୀ ସୈନିକ: ଆତ୍ମ ସମର୍ପଣ ପରେ ଯବାନଙ୍କୁ ମାଆଙ୍କ ସହ କଥା କରାଇଲେ ୟୁକ୍ରେନ ବାସୀ
ନୂଆଦିଲ୍ଳୀ() ୟୁକ୍ରେନରେ ଋଷ ସୈନିକମାନଙ୍କ ଆତଙ୍କ ଗତ ୮ ଦିନରୁ ଜାରି ରହିଛି । ଅନ୍ୟ ପଟେ ଦେଖିବାକୁ ମିଳିଛି ଯବାନଙ୍କର ଏକ ଭିଡିଓ, ଯାହା ଆପଣଙ୍କ ଛାତିକୁ…
Read More » -
ୟୁକ୍ରେନ ସହ ଯୁଦ୍ଧ କରୁ କରୁ ସ୍ୱିଡେନରେ ପଶିଲା ଋଷ ସେନା: ଜାଣନ୍ତୁ କ’ଣ ହେଲା ଏହା ପରର ଘଟଣା
ନୂଆଦିଲ୍ଲୀ() ୟୁକ୍ରେନ ବିପକ୍ଷରେ ଯୁଦ୍ଧ ସମୟରେ ଋଷ ସେନା ଉପରେ ଗୁରୁତର ଅଭିଯୋଗ ଆଣିଛି ସ୍ୱିଡେନ । ବୁଧବାର ଋଷ ସେନାର ୪ଟି ଯୁଦ୍ଧ ଜାହାଜ ସ୍ୱିଡେନର ଏୟାରସ୍ପେଶ…
Read More » -
ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ପୁଣିଥରେ ଭାରତରେ ପଢିବା ସମ୍ଭାବନା ଉଜ୍ଜୀବିତ
ନୂଆଦିଲ୍ଲୀ() ଋଷର ଆକ୍ରମଣ ପରେ ୟୁକ୍ରେନରୁ ଭାରତକୁ ଫେରୁଥିବା ପ୍ରାୟ ୧୬ ହଜାର ଭାରତୀୟ ଛାତ୍ରଛାତ୍ରୀ ଭବିଷ୍ୟତର ପାଠପଢା ପାଇଁ ଚିନ୍ତିତ ଅଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ପାଇଁ…
Read More »