ଜାତୀୟ
-
‘ସଂଯମତା ରକ୍ଷା କରନ୍ତୁ ୟୁକ୍ରେନ-ଋଷ’ : ଭାରତ
ଭାରତ ୟୁକ୍ରେନରେ ଥିବା ଜାପୋରିଝିୟା ଆଣବିକ ଶକ୍ତିକେନ୍ଦ୍ରକୁ ନେଇ ଜାତିସଙ୍ଘରେ ଚିନ୍ତା ପ୍ରକାଶ କରିଛି । ନିକଟରେ ୟୁକ୍ରେନର ଏହି ଆଣବିକ କେନ୍ଦ୍ରରେ ଗୁଳିକାଣ୍ଡ ଓ ବୋମାମାଡ…
Read More » -
ବାଲାଟ ପେପରରେ ନିର୍ବାଚନ କରାଇବା ନେଇ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)କୁ ହଟାଇ ପୁଣି ବାଲାଟ ପେପରରେ ନିର୍ବାଚନ କରାଇବାକୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏନେଇ କୋର୍ଟ…
Read More » -
ଭାରତରେ ଅବତରଣ କଲେ ସାମରିକ ଅଭିଯାନରେ ପ୍ରଶାନ୍ତ ମହାସାଗର ଆଡ଼େ ଯାଉଥିବା ଫ୍ରାନ୍ସ୍ର ୩ଟି ରାଫେଲ୍ ଲଢୁଆ ବିମାନ
ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଫ୍ରାନ୍ସ୍ ବ୍ୟାପକ ସାମରିକ ଅଭିଯାନ ଚଳାଇଥିବା ବେଳେ ତା’ର ୩ଟି ରାଫେଲ୍ ଲଢୁଆ ବିମାନ ସମେତ ‘ଫ୍ରଞ୍ଚ୍ ଏୟାର୍ ଆଣ୍ଡ୍ ସ୍ପେସ୍ ଫୋର୍ସ’ର…
Read More » -
ଇଡି ପରେ ସିବିଆଇ : ପାର୍ଥଙ୍କ ପରେ ଟିଏମସି ନେତା ଅନୁବ୍ରତ ମଣ୍ଡଳ ଗିରଫ
ଇଡି ପରେ ସିବିଆଇ । ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପରେ ଏବେ ଆଉ ଜଣେ ଟିଏମସି ନେତା ବନ୍ଧା ହେଲେ । ତୃଣମୃଳ କଂଗ୍ରେସର…
Read More » -
୨୦୨୩ରୁ ସମଗ୍ର ବିଶ୍ବରେ ‘ଟାଲ୍କମ୍ ବେବି ପାଉଡର୍’ ବିକ୍ରି ବନ୍ଦ କରିବ ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’
୨୦୨୩ରୁ ସମଗ୍ର ବିଶ୍ବରେ ‘ଟାଲ୍କମ୍’ରୁ ପ୍ରସ୍ତୁତ ‘ବେବି ପାଉଡର୍’ ବିକ୍ରୟ ବନ୍ଦ କରାଯିବ ବୋଲି ଗୁରୁବାର ଦିନ ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ କହିଛି। ଏ ସଂକ୍ରାନ୍ତରେ ବିବୃତି…
Read More » -
ଜୁଲାଇରେ କୋଇଲା ଉତ୍ପାଦନରେ ୧୧ ପ୍ରତିଶତ ବୃଦ୍ଧି
ମୌସୁମୀ ପରେ ବିଜୁଳିର ଚାହିଦା ଅଧିକ ରହିବା ଆଶଂକାରେ କେନ୍ଦ୍ର ସରକାର କୋଇଲା ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଲଗାତାର ପ୍ରୟାସ କରୁଛନ୍ତି । କୋଇଲା ମନ୍ତ୍ରଣାଳୟ…
Read More » -
ଫେଲ୍ ମାରିଲା ଆର୍ମି କ୍ୟାମ୍ପରେ ଅନୁପ୍ରବେଶ ଉଦ୍ୟମ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ
ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ । ସ୍ୱାଧୀନତା ଦିବସ ପୂର୍ବରୁ ଫେଲ୍ ମାରିଲା ଆର୍ମି କ୍ୟାମ୍ପ ଉପରେ ବଡ଼ ଧରଣର ଆକ୍ରମଣ । ଜମ୍ମୁ କାଶ୍ମୀର…
Read More » -
ବ୍ରିଟିଶ ପାଉଣ୍ଡର ଗନ ନୁହେଁ ଏଥର ସ୍ୱାଧୀନତା ଦିବସରେ ATAGS ତୋପରେ ଦିଆଯିବ ସଲାମୀ
ଚଳିତବର୍ଷ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନରେ ସ୍ୱଦେଶୀ ଆର୍ଟିଲାରୀ ଗନରୁ ୨୧ ତୋପ ସଲାମୀ ଦିଆଯିବ। ଏପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱଯୁଦ୍ଧକାଳର ବ୍ରିଟିଶ ପାଉଣ୍ଡର ଗନରୁ ଏହି ତୋପ…
Read More » -
ବଦଳିଲା ଅଟଳ ପେନସନ୍ ଯୋଜନା ନିୟମ
ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପେନସନ୍ ସୁବିଧା ଲାଗି ଦେଶରେ ଆରମ୍ଭ କରାଯାଇଥିବା ଅଟଳ ପେନସନ୍ ଯୋଜନା (ଏପିୱାଇ)ରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ପରିବର୍ତ୍ତନ…
Read More »