ଅନ୍ୟାନ୍ୟ
-
୪ ଜଣଙ୍କ ବିରୋଧରେ ଆକ୍ସନ
ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କଡା ପଦକ୍ଷେପ ଲାଗୁ କରିବାକୁ ଜମ୍ମୁ-କଶ୍ମୀର ସରକାର ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା…
Read More » -
ମହିଳାଙ୍କ ପାଟିରେ ୩୮ ଦାନ୍ତ
ଜଣେ ମହିଳାଙ୍କର ପାଟିରେ ୩୮ଟି ଦାନ୍ତ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଭାରତର କଳ୍ପନା ବାଲନ ନାମ୍ନୀ ଜଣେ ୨୬ ବର୍ଷୀୟ ମହିଳାଙ୍କ ପାଟିରେ ୩୮ଟି…
Read More » -
କଟକ ପାଇଁ ୧୦୦ ଇ-ବସ୍
କଟକ ସହର ପାଇଁ ୧୦୦ଟି ଇ-ବସ୍ ରାଜ୍ୟ ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସହରରେ କ୍ରୁଟ୍ ପକ୍ଷରୁ ଖୋଲିବାକୁ ଯାଉଛି ନୂଆ ଓଡି ଟର୍ମିନାଲ। ସିଡିଏ…
Read More » -
ଚାଲାଣ କାଟି ପାରିବେ ନାହିଁ
ଟ୍ରାଫିକକୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ସହକାରୀ ସବଇନ୍ସପେକ୍ଟର (ଏଏସଆଇ) ବା ତାଙ୍କଠାରୁ ତଳ ପାହ୍ୟାର ପୋଲିସ କର୍ମଚାରୀମାନେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଚାଲାଣ…
Read More » -
୨୬ ରେ ଲଘୁଚାପର ରୂପ
ଆସନ୍ତା ୨୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଘୂର୍ଣ୍ଣିବଳୟ ୨୬…
Read More » -
ମାଡ଼ିଗଲା ଜିଲ୍ଲାପାଳଙ୍କର କାର
ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର | ବିହାରର ମଧେପୁରାରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ମଧେପୁରା ଜିଲ୍ଲାପାଳଙ୍କ…
Read More » -
ମାମଲା ରୁଜୁ ସହ ଜରିମାନା
ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟ ପୁଣିଥରେ ପ୍ରଦୂଷଣ ହ୍ରାସ କରିବାର ଆବଶ୍ୟକତା ଦୋହରାଇଛନ୍ତି। ଯେଉଁମାନେ ନଡ଼ା ପୋଡି ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ କାହିଁକି ଆର୍ଥିକ…
Read More » -
ଦାଉଦ ଗ୍ୟାଙ୍ଗର ଧମକ
ଅଣ୍ଡରୱାର୍ଲଡ ଡନ ଦାଉଡ ଇବ୍ରାହିମ ସହିତ ଜଡିତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ…
Read More » -
୨୬ରେ ପରବର୍ତ୍ତୀ ଶୁଣାଣି
ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରିବା ପରେ ସାଲେପୁର ଜେଏମ୍ଏଫ୍ସି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଡିସେମ୍ବର ୨୬ରେ…
Read More » -
୫ ବର୍ଷରେ ୪୩୦ ହାତୀ ମୃତ
ବିଗତ ୫ ବର୍ଷ ମଧ୍ୟରେ ୪୩୦ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା ୪ଟି ମହାବଳ ବାଘ, ୩୧ଟି କଲରାପତରିଆ ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୫୨ ଗୋଟି…
Read More »