ଓଡ଼ିଶା

ଭିଜିଲାନ୍ସ ଜାଲରେ ମାଲକାନଗିରିର ପୂର୍ବତନ ଏଏସ୍‌ଆଇ, ଏକକାଳୀନ 5ଟି ସ୍ଥାନରେ ରେଡ୍‌

ମାଲକାନଗିରି() ଭିଜିଲାନ୍ସ ଜାଲରେ ମାଲକାନଗିରି  ଜିଲା ମାଥିଲି ବ୍ଲକ  କିଆଙ୍ଗ ଫାଣ୍ଡିର ପୂର୍ବତନ ASI ଜୟଦଶ ଖରା । ବାସଭବନ ସମେତ ଏକ କାଳୀନ କୋରାପୁଟ, ସୁନାବେଡ଼, ନବରଙ୍ଗପୁର ଓ ମାଲକାନଗିରିରେ ଚଢ଼ାଉ କରାଯାଇଛି । ଗତ କିଛି ଦିନ ପୂର୍ବେ ଏଏସଆଇ ଜୟଦଶ ଖରା ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ । କିଛି ଦିନ ହେବ ଜାମିନରେ ଆସିଥିବା ବେଳେ ଆୟ ଵହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ତେବେ ଵର୍ତମାନ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଥିବା ବେଳେ ପ୍ରାଥମିକ ଅକଳନ ରୁ  କୋରପୁଟରେ  ତିନୋଟି କୋଠା ଯାହାର ମୂଲ୍ୟ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com