କ୍ରୀଡ଼ା

କର୍ଣ୍ଣାଟକ ରାଜ୍ୟର କ୍ରିକେଟର୍‌ ମୟଙ୍କ ଅଗ୍ରୱାଲ୍‌ ଗୁରୁତର ଅସୁସ୍ଥ

ବିମାନରେ ଅଗରତାଲାରୁ ସୁରତ ଯିବା ବେଳେ ଟିମ୍‌ ଇଣ୍ଡିଆ ତଥା କର୍ଣ୍ଣାଟକ ରାଜ୍ୟର କ୍ରିକେଟର୍‌ ମୟଙ୍କ ଅଗ୍ରୱାଲ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିବା କଥା ‘ୱିଅନ୍‌’ ରିପୋର୍ଟ କରିଛି।

ଦୂଷିତ ଜଳ ପିଇବାରୁ ମୟଙ୍କଙ୍କ ତଣ୍ଟି ଓ ପାଟି ପୋଡ଼ିଲା ପରି ଲାଗିଲା। ଏକଥା କହିବାରୁ ତାଙ୍କୁ ତୁରନ୍ତ ଆଇଏଲ୍‌ଏସ୍‌ ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି।

Related Articles

Back to top button