ଜାତୀୟ

କୃଷି ଆନ୍ଦୋଳନର ଷଷ୍ଠ ଦିନରେ ପହଁଚିଛି

କୃଷି ଆନ୍ଦୋଳନର ଷଷ୍ଠ ଦିନରେ ପହଁଚିଛି । ଏହି ସମୟରେ ସଂଯୁକ୍ତ କିଷାନ ତରଫରୁ ଏକ ଚେତାବନୀପୂର୍ଣ୍ଣ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଯଦି ସେମାନଙ୍କର ଦାବି ପୁରଣ ନକରାଯାଏ ତେବେ ଆଗାମୀ ଦିନରେ କୃଷକଙ୍କ ଆନ୍ଦୋଳନ ଅଧୀକ ତୀବ୍ର ହେବ ।

ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଶାଦେଇଛନ୍ତି ଯେ ରବିବାର ଦିନ କୃଷକ ସଂଗଠନ ସହ ଆଲୋଚନାରେ ଏହି ସମସ୍ୟାର ସମାଧାନା ବାଟ ମିଳିବ । ସେ ଏହା ମଧ୍ୟ କହିଛନ୍ତି କି ବହୁତ ଶୀଘ୍ର ସମାଧାନ ବାହାର କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com