କ୍ରୀଡ଼ାଜାତୀୟ

ବିଦାୟ ନେଲେ ଅଶ୍ୱିନ

ନୂଆଦିଲ୍ଲୀ: କ୍ରିକେଟ୍‌ ଫ୍ୟାନ୍ସକୁ ନିରାଶ କଲେ ଅଶ୍ୱିନ । ଆନ୍ତର୍ଜାତୀୟ କି୍ରକେଟରୁ ବିଦାୟ ନେଲେ ଭାରତୀୟ ଖେଳାଳୀ ରବିଚନ୍ଦ୍ରନ ଅଶ୍ୱିନ । ଗାବା ଟେଷ୍ଟ ପରେ ସେ ଅବସର ଘୋଷଣା କରିଛନ୍ତି। ଏହି ଷ୍ଟାର୍ କ୍ରିକେଟର୍‌ଙ୍କୁ ଏବେ ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦେଖିବାକୁ ମିଳିବ ନାହିଁ। ୩୮ ବର୍ଷ ବୟସରେ ରବିଚନ୍ଦ୍ରନ୍‌ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି। କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ପ୍ରେସ ମିଟ କରି ସେ ଏହି ସୂଚନା ଦେଇଛନ୍ତି ।

Related Articles

Back to top button