ଅନ୍ତର୍ଜାତୀୟ

ବାଂଲାଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା କକ୍ସ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଆଶ୍ରୟ ନେଇଥିବା ଶିବିରରେ ନିଆଁ ଲାଗିଯାଇଛି

ବାଂଲାଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା କକ୍ସ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଆଶ୍ରୟ ନେଇଥିବା ଶିବିରରେ ନିଆଁ ଲାଗିଯାଇଛି।

ଫଳରେ ଏହି ଅଗ୍ନିକାଣ୍ଡରେ ୧୦୦୦ରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଆଶ୍ରୟସ୍ଥଳୀ ନଷ୍ଟ ହୋଇଯାଇଥିବା ବେଳେ ହଜାର ହଜାର ଲୋକ ବାସହୀନ ହୋଇଯାଇଛନ୍ତି। ଏନେଇ ଅଗ୍ନିଶମ ଅଧିକାରୀ ଏବଂ ମିଳିତ ଜାତିସଂଘ ଏହି ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com