ମନୋରଞ୍ଜନ

ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି

ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆଲିଆଙ୍କ ତାଙ୍କ ବିଦେଶୀ ପ୍ରେମିକ ସଚିନଙ୍କ ସହ ଗତ ଅଗଷ୍ଟ ୩ରେ ନିର୍ବନ୍ଧ ସରିଛି ।

ତେବେ ଆଲିଆଙ୍କ ବିବାହ ତାରିଖ ଘୋଷଣା ହୋଇ ନଥିବା ବେଳେ ପ୍ରସ୍ତୁତି କିନ୍ତୁ ଜୋରସୋରରେ ଆରମ୍ଭ ହୋଇଯାଇଥିବା ବି‌‌‌‌‌ଶେଷ ସୂତ୍ରରୁ ଜଣାପଡ଼ିଛି। ଆଲିଆଙ୍କ ବିବାହ ପାଇଁ କଶ୍ୟପ ପରିବାର ଖୁବ ଉତ୍ସାହିତ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com