କ୍ରୀଡ଼ା

କେଏଲ ରାହୁଲ ଭାରତର ଦ୍ୱିତୀୟ ୱିକେଟ କିପର ବ୍ୟାଟର ଭାବେ ବିଶ୍ୱକପରେ ଶତକ ହାସଲ

କେଏଲ ରାହୁଲ ଭାରତର ଦ୍ୱିତୀୟ ୱିକେଟ କିପର ବ୍ୟାଟର ଭାବେ କୌଣସି ବିଶ୍ୱକପରେ ଶତକ ହାସଲ କରିଛନ୍ତି। ବେଙ୍ଗାଲୁରୁରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ରାହୁଲ ବିସ୍ଫୋରକ ଇନିଂସ ଖେଳିଛନ୍ତି। ସେ ୬୪ ବଲରେ ୧୦୨ ରନ କରି ଇନିଂସର ଶେଷ ଓଭରରେ ଆଉଟ ହୋଇଛନ୍ତି।

ଏପରି ବିସ୍ଫୋରକ ଶତକ ପରେ ରାହୁଲ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି।ଚଳିତ ବିଶ୍ୱକପରେ ଏହା ରାହୁଲଙ୍କ ପ୍ରଥମ ଶତକ ହୋଇଥିବା ବେଳେ ବିଶ୍ୱକପ ଇତିହାସରେ ଦ୍ୱିତୀୟ। ଶତକ ପରେ ସେ ରାହୁଲ ଡ୍ରାଭିଡଙ୍କ ବିରଳ କ୍ଲବରେ ସାମିଲ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com