ଅନ୍ତର୍ଜାତୀୟ

ଦିନକୁ ଦିନ ଆମେରିକାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି

ଦିନକୁ ଦିନ ଆମେରିକାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି। ଏହି ପରିପ୍ରେକ୍ଷୀରେ ପୁଣି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ହସ୍ତଗତ ହୋଇଛି। ଚଳିତ ବର୍ଷ ମାତ୍ର ତିନି ମାସ ମଧ୍ୟରେ ଏହା ଦଶମ ଘଟଣା।

ନ୍ୟୁୟର୍କରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ସୂଚନା ଅନୁସାରେ, ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଛି।

Related Articles

Back to top button