Featuredଜାତୀୟ

ବିବିସି ଡକ୍ୟୁମେଣ୍ଟାରୀ ବିବାଦ : ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ସ୍କ୍ରିନିଂକୁ ନେଇ ଉତ୍ତେଜନା

ବଢି ଚାଲିଛି ବିବିସି ଡକ୍ୟୁମେଣ୍ଟାରୀ ବିବାଦ । ଜେଏନୟୁ ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ସ୍କ୍ରିନିଂକୁ ନେଇ ଦେଖାଦେଇଛି ଉତ୍ତେଜନା ।

ସଂଧ୍ୟା ୬ଟା ସମୟରେ ସ୍କ୍ରିନିଂ ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ବି ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଛାତ୍ର ସଂଘ ଏସଏଫଆଇ ଦ୍ୱାରା ସ୍କ୍ରିନିଂର ଆୟୋଜନ କରାଯାଇଥିଲା । ସୁରକ୍ଷାବଳ ଓ ଛାତ୍ର ସଂଘର ମୁହାଁମୁହିଁରେ ଶହ ଶହ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com