କ୍ରୀଡ଼ା

ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଆଇସିସି ପୁରୁଷ ଟେଷ୍ଟ୍‌ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି

ଶତକୀୟ ଟେଷ୍ଟ୍‌ରେ ୯ ୱିକେଟ୍‌ ସଫଳତା ପାଇବା ପରେ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଆଇସିସି ପୁରୁଷ ଟେଷ୍ଟ୍‌ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

ପୂର୍ବତନ ୧ ନମ୍ବର ଯଶପ୍ରୀତ୍‌ ବୁମ୍‌ରା ଅଷ୍ଟ୍ରେଲିଆର ଜୋସ୍ ହାଜଲଉଡ୍‌ଙ୍କ ସହ ଦ୍ବିତୀୟ ସ୍ଥାନ ବାଣ୍ଟିଥିଲା ବେଳେ କୁଲଦୀପ ଯାଦବ ୧୫ଟି ସ୍ଥାନ ଉପରକୁ ଉଠି ଷୋଡ଼ଶ ସ୍ଥାନରେ ପହଞ୍ଚିଛନ୍ତି।

Related Articles

Back to top button