Breaking NewsFeaturedଅନ୍ତର୍ଜାତୀୟ

କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ.୧ ପୃଥିବୀର ୧୧ଟି ଦେଶରେ ବ୍ୟାପିବାରେ ଲାଗିଛି

କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ.୧ ପୃଥିବୀର ୧୧ଟି ଦେଶରେ ବ୍ୟାପିବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିଙ୍ଗାପୁରରେ ସବୁଠାରୁ ଖରାପ ପରିସ୍ଥିତି ଦେଖାଦେଇଛି। ଏଠାରେ କରୋନା ଅଣାୟତ ମୁହାଁ ହେବାରେ ଲାଗିଛି।

ଯେଉଁଠାରେ ଏକ ସପ୍ତାହ ମଧ୍ୟରେ ୫୬ ,୦୪୩ ଆକ୍ରାନ୍ତ ରିପୋର୍ଟ ହୋଇଥିବା ଜଣାଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ଏକ ସପ୍ତାହ ତଳେ ୩୨,୦୩୫ ଥିଲା।

Related Articles

Back to top button