ରାଜନୀତି

କଂଗ୍ରେସର ଘୋଷଣାପତ୍ର

ନଭେମ୍ବର ୩୦ରେ ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତା’ର ଘୋଷଣାପତ୍ର ପ୍ରକାଶ କରିଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ ଏହି ମନିଫେଷ୍ଟୋ ଜାରି କରାଯାଇଥିଲା। କଂଗ୍ରେସ ଏହାର ମନିଫେଷ୍ଟରେ ଏଲପିଜି ସିଲିଣ୍ଡର ୫୦୦ ଟଙ୍କା, ଝିଅମାନଙ୍କ ବିବାହରେ ମାଗଣା ସୁନା ଏବଂ ନଗଦ ଟଙ୍କା, ମାଗଣା ବିଜୁଳୀ ଦେବା ଭଳି ପ୍ରତିଶୃତି ଦେଇଛି।

ଖାର୍ଗେ କହିଛନ୍ତି ଯେ ଆମେ କର୍ନାଟକରେ ୫ ଟି ଗ୍ୟାରେଣ୍ଟି ଦେଇଥିଲୁ ସେହିଭଳି, ତେଲଙ୍ଗାନା ପାଇଁ ମଧ୍ୟ ଆମେ ୬ ଟି ଗ୍ୟାରେଣ୍ଟି ରଖିଛୁ।

Related Articles

Back to top button
WP Twitter Auto Publish Powered By : XYZScripts.com