ମନୋରଞ୍ଜନ

‘ଫାଇଟର’ ସିନେମାରେ ହ୍ରିତିକଙ୍କ ସହିତ ଅନିଲ କପୁର ଓ ଦୀପିକା ପାଦୁ‌କୋନଙ୍କୁ ବି ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

‘ଫାଇଟର’ ସିନେମାରେ ହ୍ରିତିକଙ୍କ ସହିତ ଅନିଲ କପୁର ଓ ଦୀପିକା ପାଦୁ‌କୋନଙ୍କୁ ବି ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

‘ଫାଇଟର’ ସିନେମା ରିଲିଜ ପୂର୍ବରୁ ଗତମଙ୍ଗଳବାର ହ୍ରିତିକ, ଦୀପିକା ଓ ଅନିଲ କପୁର ଗଣମାଧ୍ୟମ ସହ କଥା ହୋଇଥିଲେ।ହ୍ରିତିକ ଅଭିନେତା ଅନିଲ କପୁରଙ୍କ ଭୁରିଭୁରି ପ୍ରଶଂସା କରିଥିଲେ। ହ୍ରିତିକଙ୍କ ପ୍ରଶଂସା ଶୁଣି ଅନିଲ ଭାବବିହ୍ବଳ ହୋଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com