ଓଡ଼ିଶା

ନାବାଳିକାକୁ ଗର୍ଭବତୀ କରି ଯୁବକ ଫେରାର, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ

ନୀଳଗିରି()  ଜଣେ ଯୁବକ ପ୍ରେମ ଜାଲରେ ଫସାଇବା ପରେ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ ବିବାହ ନକରି ପ୍ରତାରଣା କରି ଫେରାର ହେବା ଭଳି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣାକୁ ନେଇ ପୁର୍ବରୁ  ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ବେଳେ ଶେଷରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ନୀଳଗିରି ଥାନା ଅଧିନ ମହିସାପଟ୍ଟା ଅଞ୍ଚଳର  ଗଣେଶ୍ୱର ସିଂହ ନାମକ ଯୁବକଙ୍କ ନାମରେ ଏହି ଅଭିଯୋଗ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com