ଜାତୀୟ

ରାଜ୍ୟ ତଥା ଦେଶରେ ଯାନବାହାନ ଦ୍ରୁତଗତିରେ ବଢିବାରେ ଲାଗିଛି

ରାଜ୍ୟ ତଥା ଦେଶରେ ଯାନବାହାନ ଦ୍ରୁତଗତିରେ ବଢିବାରେ ଲାଗିଛି । ଏଥିସହ ଜଡିତ ସେବାର ମଧ୍ୟ ଆବଶ୍ୟକତା ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ୫୪ଟି କ୍ୟାମ୍ପ ଅଫିସ ଖୋଲାଯିବା ନେଇ ପ୍ରସ୍ତୁତି ଚାଲିଛି ।

ତେବେ ଏହି ଅଫିସରେ ପରିବହନ ସଂପର୍କୀତ ସେବା ଉପଲବ୍ଧ ହେବ । ଏହା ଫଳରେ ଆରଟିଓ ଅଫିସଠାରୁ ଦୂରରେ ରହୁଥିବା ଲୋକେ ଆଉ ସମସ୍ୟା ଭୋଗିବେ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com