ଓଡ଼ିଶା

ପ୍ରଶ୍ନପତ୍ର ତ୍ରୁଟି : ଛାତ୍ରଛାତ୍ରୀଙ୍କୁ ଫୁଲମାର୍କ ଦେଲା CBSE

ଭୁବନେଶ୍ୱର : ଦଶମ ଟର୍ମ-୧ ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟିଯୁକ୍ତ ପ୍ରଶ୍ନ ପ୍ରସଙ୍ଗରେ ଆସିଛି ବଡ଼ ଅପଡେଟ । ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ମିଳିଲା ଫୁଲ୍ ମାର୍କ । ଭୁଲ୍ ପ୍ରଶ୍ନ ସତ୍ୱେ ଯିଏ ଉତ୍ତର ଦେବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ ମିଳିଛି ଫୁଲମାର୍କ । ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ଫୁଲ୍ ମାର୍କ ଦେଇଛି ସିବିଏସଇ । ଭୁଲ ପ୍ରଶ୍ନକୁ ନେଇ ତୀବ୍ର ବିବାଦ ପରେ ଏକ୍ସପର୍ଟ କମିଟି କରିଥିଲା ସିବିଏସଇ । ଛାତ୍ରଛାତ୍ରୀଙ୍କ ଅଭିଯୋଗର ୨୪ ଘଣ୍ଟା ଭିତରେ ହୋଇଛି ସମାଧାନ । ଏହି ନିଷ୍ପତ୍ତି ଯୋଗୁଁ ୨୮ ହଜାର ୩୧୦ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଏବେ ସ୍କୁଲଗୁଡିକୁ ରିଭାଇଜ ମାର୍କ ପଠାଇବ ସିବିଏସଇ ।

Related Articles

Back to top button
WP Twitter Auto Publish Powered By : XYZScripts.com