ଓଡ଼ିଶା

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ମୋଦିଙ୍କ ସହ ହେବନି ଭେଟ

ଭୁବନେଶ୍ୱର : ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଥର ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କୌଣସି ବୈଠକ ହେବନି । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଗଣମାଧ୍ୟମକୁ ନିଜେ ସୂଚନା ଦେଇଛନ୍ତି ।
କେବଳ ପ୍ରଧାନମନ୍ତ୍ରୀ ନୁହେଁ ଅମିତ ଶାହାଙ୍କ ସହ ମଧ୍ୟ କୌଣସି ବୈଠକ ହେବନି । ଆହୁରି ମଧ୍ୟ ବିରୋଧୀ ଦଳ ନେତାଙ୍କ ଆଲୋଚନା ହେବନି । ସେ ଆହୁରି କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ନେଇ ଏଯାଏ କୌଣସି ଆଲୋଚନା ହୋଇନି । ସେପଟେ ଦିଲ୍ଲୀରେ ନବୀନଙ୍କ ସହ ଆଲୋଚନା କରିଛନ୍ତି DMK ଓ AIADMK ନେତା ।

Related Articles

Back to top button
WP Twitter Auto Publish Powered By : XYZScripts.com