ଅନ୍ତର୍ଜାତୀୟ

ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନରେ ମାରପିଟ୍

ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନରେ ମାରପିଟ୍ । ଶାସକ ଓ ବିରୋଧୀ ସଦସ୍ୟ ପରସ୍ପରକୁ ଆକ୍ରମଣ କରିଛନ୍ତି । କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ରବିବାର ସଂସଦରେ ଶାସକ ମେଣ୍ଟ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଏହି ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଜଣେ ସାଂସଦ ତଳେ ପଡ଼ିଯାଇଥିବା ବେଳେ ଅନ୍ୟ ଜଣେ ସାଂସଦ ତାଙ୍କୁ ଟାଣି ନିଜ ଗୋଡ଼ରେ ବେକକୁ ଚାପି ଦେଉଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com