ଓଡ଼ିଶା

ଘର ଭିତରେ ପୋଡ଼ି ହୋଇ ମହିଳା ୱାର୍ଡ ମେମ୍ୱରଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଜଗତସିଂହପୁର: ଜଗତସିଂହପୁର-ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ପଞ୍ଚାୟତରେ ଏକ ଅଘଟଣ ଘଟିଛି । ବିଧାରପୁର ଗ୍ରାମର ମହିଳା ୱାର୍ଡ ମେମ୍ବରଙ୍କ ଘର ଭିତରେ ପୋଡି ହୋଇ ମୃତ୍ୟୁ ହୋଇଛି । ମହିଳାଙ୍କର ଦୁଇ ବଖରା ଘର ମଧ୍ୟ ପୋଡିଯାଇଛି ।

ମୃତ ୱାର୍ଡ ମେମ୍ବର ବିଧାରପୁର ଗାଁ ଏକ ନମ୍ବର ୱାର୍ଡର ସରସ୍ଵତୀ ସେଠୀ । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଜଣାପଡ଼ିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com