ଜୀବନଶୈଳୀ

ଶେଷ ହେଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨

ବର୍ମିଂହମ୍, ୦୯/୦୮/୨୦୨୨-   ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ସୋମବାର ଉଦଯାପିତ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ । ଭାରତ ମୋଟ ୬୧ଟି ପଦକ ହାସଲ କରି ତାଲିକାର ଚତୁର୍ଥରେ ରହିଛି । ଚଳିତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଖାତାକୁ ଆସିଛି ୨୨ ସ୍ବର୍ଣ୍ଣ ସହିତ ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ । ପଦକ ତାଲିକାରେ ୬୭ଟି ସ୍ବର୍ଣ୍ଣ ସମେତ ମୋଟ ୧୭୮ ପଦକ ପାଇ ଅଷ୍ଟ୍ରେଲିଆ  ପ୍ରଥମ ସ୍ଥାନରେ ଥିବାବେଳେ ୫୬ଟି ସ୍ବର୍ଣ୍ଣ ସମେତ ମୋଟ ୧୭୩ ପଦକ ପାଇ ଇଂଲଣ୍ଡ ଦ୍ବିତୀୟ  ଏବଂ ୨୬ଟି ସ୍ବର୍ଣ୍ଣ ସହ ମୋଟ ୯୨ଟି ପଦକ ପାଇ କାନଡା ତୃତୀୟ ସ୍ଥାନରେ ରହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com