ଓଡ଼ିଶା

ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଅଭିଯୋଗ : ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ, ତହସିଲଦାରଙ୍କୁ ନୋଟିସ୍ ଜାରି

ବଲାଙ୍ଗିରବଲାଙ୍ଗିର ଧୁମାମରା ଜମି କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କଲା ପୋଲିସ । ଜମି ମାଫିଆ ମାଧବ ପୃଷ୍ଟି ସହ ଉତ୍ତମ ନାଗକୁ ଗିରଫ କଲା ସଦର ଥାନା ପୋଲିସ I ଅନ୍ୟ ଜଣେ ସହଯୋଗୀ ଦେବରାଜ ରାଉତ  ଥାନାରେ ଅଟକ l ହ୍ୟାଣ୍ଡରାଇଟିଂ ବ୍ୟୁରୋଙ୍କୁ ଜବତ ଦସ୍ତାବିଜ ପଠାଗଲା I ସେପଟେ ୯୧ CRPCରେ ତହସିଲଦାରଙ୍କୁ ନୋଟିସ୍ ଜାରି କଲା ବଲାଙ୍ଗୀର ପୋଲିସ I

ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗୀର ଧୁମାମରା ଅଞ୍ଚଳର ମୃତ ହର୍ସ ସାଣ୍ଢଙ୍କ ଜମି ବିକ୍ରି ନେଇ ଅଭିଯୋଗ ହୋଇଥିଲା ।  ଘଟଣା ରେ ତହସିଲଦାର ଓ ଆରଆଇଙ୍କ ସମେତ ୯ ଜଣଙ୍କ  ନାଁରେ ମାମଲା ରୁଜୁ ହୋଇଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com