କ୍ରୀଡ଼ା

ଆଇପିଏଲ-୨୦୨୪ ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି

ଆଇପିଏଲ-୨୦୨୪ ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହାପୂର୍ବରୁ ଗୁଜୁରାଟ ଟାଇଟନ୍ସର ଷ୍ଟାର ଖେଳାଳି ଏବେ ଅବସର ଘୋଷଣା କରିଛନ୍ତି ।

ତେବେ ତାଙ୍କର ଏହି ସନ୍ନ୍ୟାସ ଘୋଷଣା ଆଇପିଏଲ ପାଇଁ ନୁହେଁ । ଅଷ୍ଟ୍ରେଲିଆ କ୍ରିକେଟର ମାଥ୍ୟୁ ୱେଡ ଶେଫିଲ୍ଡ ଶିଲ୍ଡ ଫାଇନାଲ ପରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ବିଦାୟ ନେବା ପାଇଁ ଘୋଷଣା କରିଛନ୍ତି । ଏହି ମ୍ୟାଚ ପରେ ସେ କ୍ରିକେଟର ଏହି ଫର୍ମାଟରୁ ବିଦାୟ ନେବେ ବୋଲି ଘୋଷଣା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com