ବାଣିଜ୍ୟ

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣି ହ୍ରାସ

ନୂଆଦିଲ୍ଲୀ, ୧୯ /୧୦/୨୦୨୨-   ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପାଖାପାଖି ୬୬ ପଇସା ହ୍ରାସ ପାଇଛି । ବର୍ତ୍ତମାନ ଏକ ଡୁଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୩.୦୨ ପହଞ୍ଚିଛି । ଆମେରିକାର ଟ୍ରେଜେରୀ ୟିଲ୍ଡସର ଦର ବୃଦ୍ଧି ହେବାପରେ ଡଲାର ମଜବୁତ ହେବାରେ ଲାଗିଛି । ଅକ୍ଟୋବର ୭ରେ ପ୍ରତି ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୨.୩୭ ଟଙ୍କା ଥିଲା । ଏବେ ଏହା ରେକର୍ଡସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com