ବାଣିଜ୍ୟ

ରାତାରାତି ଲକ୍ଷପତି କରିଦେଲା ମାଛ, ଲୋକେ ଚକିତ

ଭୁବନେଶ୍ୱର, ୦୫/୧୧/୨୦୨୨ –   ମାଲାମାଲ୍‌ କରିଦେଲା ମାଛ । କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛକୁ ୫ ଲକ୍ଷ ଟଙ୍କରେ କିଣିଛି । ଏହି ମାଛର ନାଁ ତେଲିଆ ଭୋଳା ମାଛ । ମାଛର ଓଜନ ପ୍ରାୟ ୩୫ କିଲୋଗ୍ରାମ ହୋଇଥିବା ବେଳେ ପଶ୍ଚିମବଙ୍ଗ ଦୀଘା ମୁହାଣରୁ ଧରାପଡିଥିଲା ମାଛ । ଦୀଘା ମୁହାଣ ଠାରୁ ଅଳ୍ପ ଦୂରରେ ମାଛ ଧରୁଥିବା ବେଳେ ଜାଲରେ ଗୋଟିଏ ବିରାଟକାୟ ମାଛ ପଡ଼ିଥିଲା । ଯାହାକୁ ଧରି ମତ୍ସ୍ୟଜୀବୀମାନେ କୂଳକୁ ଆସିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com