ଅନ୍ୟାନ୍ୟ

ପ୍ରଚଣ୍ଡ ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା, ଭୟରେ ଥରିଲେ ଲୋକେ !

ଭୁବନେଶ୍ୱର: ପ୍ରଚଣ୍ଡ ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା । ଭଦ୍ରକ, ଯାଜପୁର,କେନ୍ଦୁଝର ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲିଆସିଲେ।

ଖବର ଅନୁଯାୟୀ, ବୁଧବାର ଦିନ ୧୧ ଟାରେ ତିନୋଟି ଜିଲ୍ଲାରେ ହଠାତ୍‌ ଏକ ଭୟଙ୍କର ଶବ୍ଦ ହୋଇଥିଲା । ଲୋକେ ଏହାକୁ ଭୂମିକମ୍ପ ଭାବି ଘରୁ ବାହାରକୁ ଚାଲିଆସିଥିଲେ। ତେବେ କେଉଁ କାରଣରୁ ଏପରି ଶବ୍ଦ ହୋଇଛି ତାହା ଜଣାପଡିନାହିଁ । ସେପଟେ ୩ ଜିଲ୍ଲାରେ ଶୁଣା ଯାଇଥିବା ପ୍ରଚଣ୍ଡ ଶବ୍ଦ ଭୂମିକମ୍ପଜନିତ ନୁହେଁ ବୋଲି ବିଭାଗ ସ୍ପଷ୍ଟ କରିଛି ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜି ।

Related Articles

Back to top button
WP Twitter Auto Publish Powered By : XYZScripts.com