ଅନ୍ୟାନ୍ୟ

ସୋସିଆଲ ମିଡିଆ ମଞ୍ଚ ବୈଠକ

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଡିପ୍‌ଫେକ୍ ମାମଲାରେ ସରକାର ସୋସିଆଲ ମିଡିଆ କମ୍ପାନୀଙ୍କୁ ନୋଟିସ୍ ଜାରି କରିଥିଲେ ଓ ବିଭିନ୍ନ ପ୍ଲାଟଫର୍ମ ପକ୍ଷରୁ ଜବାବ ବି ମିଳିଥିଲା ।

ସେ କହିଛନ୍ତି କମ୍ପାନୀଙ୍କୁ ଏ ଦିଗରେ ଅଧିକ ଆକ୍ରାମକ ହେବାକୁ ପଡିବ । ଆଗାମୀ ୩/୪ ଦିନ ମଧ୍ୟରେ ସରକାର ସବୁ ସୋସିଆଲ ମିଡିଆ ମଞ୍ଚକୁ ନେଇ ଏକ ବୈଠକ କରିବାକୁ ଯାଉଛନ୍ତି । ଆମେ ଏହି ବୈଠକ ମାଧ୍ୟମରେ ଏହା ସୁନିଶ୍ଚିତ କରିବୁ କି ଯେପରି କମ୍ପାନୀଗୁଡିକ ଡିପଫେକ୍ ପରି ମାମଲା ରୋକିବାକୁ ପର୍ଯ୍ୟାପ୍ତ ପ୍ରୟାସ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com