ଅନ୍ୟାନ୍ୟ

କଂଗ୍ରେସ ଛାଡ଼ିଲେ ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର, ୧୭/୦୧/୨୦୨୩ –    କଂଗ୍ରେସରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ ନାୟକ । ମଙ୍ଗଳବାର ସେ କଂଗ୍ରେସ ଛାଡିଛନ୍ତି । ଆଜି ନିଜ ଟ୍ୱିଟରରେ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି । ପୋଷ୍ଟରେ ସେ ତାଙ୍କର ଇସ୍ତଫା ପତ୍ରର ଏକ ଫଟୋ ଛାଡିଛନ୍ତି ।

ସେ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ପରିବର୍ତ୍ତନ ଅତ୍ୟନ୍ତ କଷ୍ଟକର । ଆମେ ରହିବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ଆମର ମୂଲ୍ୟକୁ କେହି ବୁଝି ପାରନ୍ତି ନାହିଁ । ମୁଁ ବହୁ ଦୁଃଖର ସହିତ କହିଛୁ ଯେ ମୁଁ କଂଗ୍ରେସ ଦଳରୁ ଇସ୍ତଫା ନେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com