ଜୀବନଶୈଳୀ

ନୂଆ ରୂପ ପାଇବ ଓଡ଼ିଶାର ପର୍ଯ୍ୟଟନ

ଭୁବନେଶ୍ୱର,୨୬/୧୧/୨୦୨୨-  ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବ । ଏଥିରେ ପଞ୍ଚ ତାରକା ହୋଟେଲ, ରିସର୍ଟ, ଓ୍ବାଟର ପାର୍କ, ହାଉସ ବୋଟ୍ ପରି ସୁବିଧା କରାଯିବ । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଏ ନେଇ ଶନିବାର ବିଧାନସଭାରେ ଉତ୍ତର ରଖିଛନ୍ତି । ୨୦୧୬ ମେକ୍ ଇନ୍ ଓଡ଼ିଶା ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଜରିଆରେ ରାଜ୍ୟର ୧୨୨ଟି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁମୋଦନ ମିଳିଥିଲା । ମାତ୍ର କିଛି ପର୍ଯ୍ୟଟନସ୍ଥଳୀ ASI ଅଧୀନରେ ରହୁଥିବାରୁ ସେଗୁଡିକର ବିକାଶ କାର୍ଯ୍ୟ ବିଳମ୍ବ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com