କ୍ରୀଡ଼ା

କମେଣ୍ଟ୍ରି ବେଳେ ଅସୁସ୍ଥ ପଡିଲେ ରିକି ରିକି ପଣ୍ଟିଂ : ହସ୍ପିଟାଲରେ ହେଲେ ଭର୍ତ୍ତି

ଭୁବନେଶ୍ୱର, ୦୨/୧୨/୨୦୨୨-   ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ୍ ରିକି ପଣ୍ଟିଂଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇ ପଡିଛି । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶୁକ୍ରବାର  ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପର୍ଥରେ ଖେଳା ଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ତୃତୀୟ ଦିନରେ ଏପରି ଘଟିଛି । ମଧ୍ୟାହ୍ନ ଭୋଜନ ପରେ ପଣ୍ଟିଂ କମେଣ୍ଟ୍ରି ପାଇଁ ପହଞ୍ଚି ଥିଲେ । ହେଲେ ସେଠାରେ ସେ ବହୁତ ଅଶାନ୍ତ ଅନୁଭବ କରୁଥିଲେ । ପଣ୍ଟିଂଙ୍କୁ ଅସୁସ୍ଥ ଦେଖି ସାଥୀ ସମୀକ୍ଷକ ତାଙ୍କୁ ସେଠାରୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com