Featuredଓଡ଼ିଶାଶିକ୍ଷା

ଆଜିଠୁ ଆରମ୍ଭ ମାଟ୍ରିକ ସମେଟିଭ୍-୧ ଖାତା ଦେଖା

ଭୁବନେଶ୍ୱର: ଆଜିଠାରୁ ମାଟ୍ରିକ ସମେଟିଭ୍-୧ ଖାତା ଦେଖା ଆରମ୍ଭ ହୋଇଛି । ସକାଳ ୯ ଟା ଠାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଖାତା ଦେଖା ପ୍ରକ୍ରିୟା ।  ଏନେଇ ମୋଟ ୧୨,୪୫୦ ଜଣ ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ନିୟୋଜିତ କରାଯାଇଛି । ତେବେ ଏହି ମାଟ୍ରିକ ସମେଟିଭେ୍-୧ ଖାତା ଦେଖା ୫୬ଟି କେନ୍ଦ୍ରରେ ହେବ । ତେବେ ଖାତା ଦେଖା କେନ୍ଦ୍ରକୁ ନିରୀକ୍ଷକଙ୍କୁ ମୋମାଇଲ ନେବାକୁ ବାରଣ କରାଯାଇଥିବା ବେଳେ ୧୦ ଦିନ ମଧ୍ୟରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com