ଜୀବନଶୈଳୀ

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଦଳ

ଭୁବନେଶ୍ୱର, ୨୭/୧୨/୨୦୨୨-   ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଭାରତୀୟ ହକି ଦଳ । ଏହାପରେ ସେଠାରେ ତାଙ୍କୁ ଭଗ୍ୟ ସ୍ୱାଗତ କରାଯାଇଛି । ହକି ବିଶ୍ୱକପ୍ ପାଇଁ  ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ହକି ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଭାରତୀୟ ହକି ଦଳରେ ୨ ଜଣ ଓଡିଆ ଖେଳାଳି ରୋହିଦାସ ଏବଂ ନିଲମ ଖଏସ୍ ମଧ୍ୟ ସାମିଲ ଅଛନ୍ତି । ଭୁବନେଶ୍ୱରରୁ ଆଜି ସଂନ୍ଧ୍ୟାରେ ସେମାନେ ରାଉଲକେଲା ଅଭିମୁଖେ ଯାତ୍ରା କରିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com