Featuredଜାତୀୟରାଜନୀତି

ଅବସର ନେବା ଚର୍ଚ୍ଚା ମଧ୍ୟରେ ଆସିଲା ସୋନିଆ ଗାନ୍ଧୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ରାଜନୀତିରୁ ସୋନିଆ ଗାନ୍ଧୀଙ୍କ ଅବସରରେ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡିଲା ପୁର୍ଣ୍ଷଛେଦ । ସୋନିଆ ରାଜନୀତିରୁ ଅବସର ନେଉ ନାହାନ୍ତି ବୋଲି ଶୁଣିବାକୁ ମିଳୁଛି । କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାଜନୀତିରୁ ଅବସର ନେଇଥିବା ଖବରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ସେ କେବେ ଅବସର ନେଇ ନାହାଁନ୍ତି କିମ୍ବା ସେ କେବେ ବି କରିବେ ନାହିଁ। କଂଗ୍ରେସ ନେତା ଅଲକା ଲାମ୍ବା ଏହି ସୂଚନା ଦେଇଛନ୍ତି।

ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିବା ଅଲକା ଲାମ୍ବା କହିଛନ୍ତି। ଅଲକା କହିଛନ୍ତି, ‘ମୁଁ ତାଙ୍କୁ ଗଣମାଧ୍ୟମରେ ଆସୁଥିବା ଖବର ବିଷୟରେ ମ୍ୟାଡାମ୍ ଙ୍କ ସହ କଥା ହେଇଥିଲି, ସେ ହସି ହସି କହିଥିଲେ ଯେ ମୁଁ କେବେ ଅବସର ନେଇ ନାହିଁ ଏବଂ ଭବିଷ୍ୟତରେ କେବେବି ନେବି ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com