ଅନ୍ୟାନ୍ୟ

ନବ ଦାସ ହତ୍ୟାକାଣ୍ଡ : କ୍ରାଇମବ୍ରାଞ୍ଚର ଆବେଦନ ଖାରଜ

ଭୁବନେଶ୍ୱର, ୦୩/୦୩/୨୦୨୩ –    ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ମାତ୍ର ଏହି ଆବେଦନ ଖାରଜ କରିଛନ୍ତି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ସେସନ କୋର୍ଟ । କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଜର୍ଜ କୋର୍ଟରେ ଆବେଦନ କରାଯାଇଥିଲା । ଜିଲ୍ଲା ଜର୍ଜ ଏହି ଆବେଦନକୁ ଗ୍ରହଣ କରିଥିଲେ । ତେବେ ଏହାର ଶୁଣାଣି ପାଇଁ ଆବେଦନକୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତକୁ ହସ୍ତାନ୍ତର କରି ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com