ଅନ୍ୟାନ୍ୟ

ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ରୁଲିଂ ଆଣିଲେ ବାଚସ୍ପତି

ଭୁବନେଶ୍ୱର, ୧୬/୦୩/୨୦୨୩ –    ବିଧାନସଭାରେ ଉଠିଲା ଡ୍ରାଇଭରଙ୍କ ଆନ୍ଦୋଳନ । ଏହାକୁ ନେଇ ବାଚସ୍ପତି ରୁଲିଂ ଆଣିବା ସହିତ ଡ୍ରାଇଭରଙ୍କ ସହ ଆଲୋଚନା ପାଇଁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏନେଇ ଶୁକ୍ରବାର ଗୃହରେ ମନ୍ତ୍ରୀ ଉତ୍ତର ରଖିବେ ବୋଲି ରୁଲିଂ ଦେଇଛନ୍ତି ବାଚସ୍ପତି । ସେପଟେ ଆନ୍ଦୋଳନ ଯୋଗୁ  ଜନଜୀବନ ବେଶ ପ୍ରଭାବିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com