ଅନ୍ୟାନ୍ୟ

କୁହୁଡ଼ି ଯୋଗୁଁ ଯାତାୟାତ ସମସ୍ୟା ସୃଷ୍ଟି

ଭୁବନେଶ୍ୱର, ୧୬/୦୩/୨୦୨୩ –     ଦୁଇଦିନ ହେଲା ପାଗରେ ପରିବର୍ତ୍ତନ ଆସିଛି । ଏହା ଭିତରେ ଗୁରୁବାର ସକାଳୁ ଟୁଇନ ସିଟିରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଏତେ ମାତ୍ରାରେ ରହିଥିଲା ଯେ, ୨୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖା ଯାଉନଥିଲା । ଫଳରେ ଭୁବନେଶ୍ୱର-କଟକରେ ଜନସାଧାରଣ ଯାତାୟାତ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଅନ୍ୟ ସ୍ଥାନରୁ ଭୁବନେଶ୍ୱରକୁ ଆସୁଥିବା ଓ ଭୁବନେଶ୍ୱରରୁ ଅନ୍ୟ ସ୍ଥାନକୁ ଯାଉଥିବା ଯାତ୍ରୀମାନେ କୁହୁଡ଼ି କାରଣୁ ଓଦା ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com