ଅନ୍ୟାନ୍ୟ

ଏପ୍ରିଲ ୧ରୁ ଭୁବନେଶ୍ୱରରୁ ଦୁବାଇକୁ ବିମାନ

ଭୁବନେଶ୍ୱର, ୩୧/୦୩/୨୦୨୩ –    ଏପ୍ରିଲ ୧ରୁ ଭୁବନେଶ୍ୱରରୁ ଦୁବାଇକୁ ଉଡିବ ପ୍ରଥମ ବିମାନ । ରାଜ୍ୟ ସରକାରଙ୍କୁ ଏନେଇ ଖୁସି ଖବର ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ । ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲ ୨ କାମ ଚାଲୁଥିବାରୁ ଟିକେଟ ବୁକିଂ ପ୍ରକ୍ରିୟା ଏଯାଏଁ ଆରମ୍ଭ ହୋଇନାହିଁ  । ମାସକ ମଧ୍ୟରେ କାମ ସମ୍ପୂର୍ଣ୍ଣ କରି ବିମାନ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ପରିବହନ ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଗତ ଡିସେମ୍ବର ୨୭ରେ ଏହାକୁ ମଞ୍ଜୁରୀ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com