ଅନ୍ୟାନ୍ୟ

ସମ୍ଭାବ୍ୟ ବାତ୍ୟା ନେଇ BMCର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୦୩/୦୫/୨୦୨୩ –   ଆମେରିକା GFS ମଡ଼େଲର ଆକଳନ ପରେ ସମ୍ଭାବ୍ୟ ବାତ୍ୟାକୁ ନେଇ
ଭୟ ବଢିଯାଇଛି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବ । ଏଥିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ଜଳ ବିଭାଗ ସମେତ BMCର ଉଚ୍ଚ ପଦାଧିକାରୀମାନେ ଯୋଗ ଦେବେ । ଜିରୋ କାଜୁଆଲିଟ୍ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମେୟର କହିଛନ୍ତି । ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଲଘୁଚାପର ରୂପ ନେବ । ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ସେ ନେଇ IMD ସ୍ପଷ୍ଟ କରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com