ରାଜନୀତି

ବିଲ ଅନୁମୋଦନ ପାଇଁ ନୋଟିସ

କେରଳ ରାଜ୍ୟପାଳ ବିଧାନସଭାରେ ପାରିତ ହୋଇଥିବା ବିଲକୁ ଅନୁମୋଦନ ନ ଦେବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରିଛନ୍ତି।

ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କର ବେଞ୍ଚ ଆଟର୍ନି ଜେନେରାଲ ଏବଂ ସୋଲିସିଟର ଜେନେରାଲଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ତଥ୍ୟ ସହିତ କୋର୍ଟରେ ହାଜର ହେବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ୨୪ ନଭେମ୍ବର ଶୁକ୍ରବାର ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com