Featuredଅନ୍ୟାନ୍ୟ

ସ୍ବିଗି-ଜୋମାଟୋକୁ ନୋଟିସ

ଫାଷ୍ଟଷ୍ଟେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ବିଗିି-ଜୋମାଟୋ। ବର୍ତ୍ତମାନ ଏହି ଦୁଇ କମ୍ପାନୀର ବିବାଦ ବଢିବାରେ ଲାଗିଛି। ନିକଟରେ ସ୍ବିଗି-ଜୋମାଟୋ ୫୦୦-୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପାଇଛନ୍ତି।

ଅଭିଯୋଗ ହୋଇଛି କି,ସ୍ବିଗି-ଜୋମାଟୋ ଡେଲିଭରି ଫି ନାମରେ ଗ୍ରାହକଙ୍କ ଠାରୁ କିଛି ଚାର୍ଜ କରୁଥିଲେ। ବର୍ତ୍ତମାନ ଏହି ଟଙ୍କାକୁ ନେଇ ଟ୍ୟାକ୍ସ ଅଫିସର ଏବଂ ଖାଦ୍ୟ ବିତରଣ ଆପ ମଧ୍ୟରେ ଅନେକ ସମୟ ଧରି ତିକ୍ତତା ଲାଗି ରହିଥିଲା। ଏହି ଡେଲିଭରି ଚାର୍ଜ ମାମଲାରେ ପ୍ରାୟ ୧୦୦୦ କୋଟି ଟଙ୍କା ବିପଦରେ ଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com